ଏଠି ଆନନ୍ଦ Joy Here
G
0
Altın Yaprak
ହେଉଛି ଟଳଟଳ, ସତ
ହେଉ ନି ପତିତ
ରହିଛି ଯେହେତୁ
ପାଖରେ ସତ୍ୟ।
ସ୍ଥିତିରେ ସୁଖ
ନାହିଁ କିଛି ଦୁଃଖ।
ବାନ୍ଧିଛି ଭେଳା
ଦେଖିବି ମେଳା।
ସାକ୍ଷୀ ସବୁ ତାରା
ମୋଠି ଭକ୍ତି ନିଷ୍ଠା।
ସିଦ୍ଧ ଶବ୍ଦ ସବୁ
ଉଠାଉଛନ୍ତି ଉପରକୁ।
ଅଛି ସତର୍କ
ଏଠି ଆନନ୍ଦ ସର୍ବ।
English rendering;
Since truth is here
I am not downtrodden,
Though, trembling.
Happiness in existence,
And no sorrow.
Waiting the time
To see the fair.
The stars are the witnesses,
I have kept with me
All devotion and sincerity.
Words are all truth
And lifting up.
I am cautious,
And here all joy.
Bu şiiri puanla
Henüz puan verilmemiş