ଏଠି କିଛି ଯାଏ ନା ସରି Nothing End Here
G
0
Altın Yaprak
ଚବ୍ୟ ଚୋଷ୍ୟ ଲେହ୍ୟ ପେୟ
ଅଛି ସବୁ ପୂରି,
ନିଅ ନିଅ ଯାହାକୁ ଯୋଉଟା ଇଚ୍ଛା
ନିଅ ମନ ଭରି।
ଏଠି କିଛି କେବେ ଯାଏ ନା ସରି।
Bu şiiri puanla
Henüz puan verilmemiş