ରଖିଛି ସବୁକୁ ହୃଦରେ Keep All In Heart
G
0
Altın Yaprak
ଯାଇଛି ଚିହ୍ନି ଆଉ ଚିହ୍ନି
ରହିଛି ସତର୍କ
ମୋର ଶବ୍ଦରେ ମୋର କାର୍ଯ୍ୟରେ
ଭିତରେ ଆଉ ବାହାରେ।
ଯାଇଛି ରହି ଏଠାରେ
ଏଠୁ ଯିବାକୁ ଭାବି ନାହିଁ ମନରେ
ରଖିଛି ସବୁକୁ ହୃଦରେ।
ହଜିଛି ସାଗରରେ
ଆଶ୍ଚର୍ଯ୍ୟ ଆଖିରେ ଦେଖିଛି ଅନେକ ପ୍ରକାରେ
ଲୋଡିଛି ଆଉ ପାଇଛି ସୂକ୍ଷ୍ମରେ
ଗଲାବେଳେ ଶୁଖି ଶୁଖି ପବନରେ।
ଫେଡିଛି ଦୁଃଖ ମୋ ନିଜର
କରିଛି ହିସାବ କଳନ୍ତର
ଦେଇଛି ଶୁଝି କେତେପ୍ରକାରେ
Bu şiiri puanla
Henüz puan verilmemiş