ଜାଣି ନି ପରିସ୍ଥିତିକୁ Know Not The Situation
G
0
Altın Yaprak
ଜାଣି ନି ପରିସ୍ଥିତିକୁ
ତଉଲିବାର ବିଦ୍ୟା।
ଜାଣି ନି କଣ କହିଲେ
ପସନ୍ଦ ହେଲା କହିବ ତୁମେ।
ସାପ ହେଉ କି ବାଘ
ବୁଲେଇଛି ଅବଶ୍ୟ ଯୁଦ୍ଧରେ ବି
ଆଶ୍ୱାସନାର ହାତ।
କିନ୍ତୁ କଣ ଯେ ଯୁଦ୍ଧ ଘୁଂଚୁଛି
ପାରୁ ନି କହି ସଠିକ୍,
ଆଉ ନ ପାରିଲାବେଳକୁ
ତୁମେ ଦଉଡିଟାକୁ କହୁଛ
ସାପ ଆଉ ମୁଁ କେଡେ ମୂର୍ଖ
ଯାଉଛି ଧାଇଁ କେଳା ଡାକିବାକୁ।
Bu şiiri puanla
Henüz puan verilmemiş