ନୂଆ ଜୀବନ ମୁକ୍ତ ହେଉ Let New Life Be Free
G
0
Altın Yaprak
ନୂଆ ବର୍ଷ କୋଉଟା?
ଯୋଉଟା ବି ହେଉ
ଆସ ଦେଉଛି
ମୋ ହୃଦୟ ତୁମକୁ।
ପ୍ରତି ମୁହୂର୍ତ୍ତ ନୂଆ,
ନୂଆ ହୃଦୟରେ ବାନ୍ଧି
ରଖିବା ଏଠି ସଭିଙ୍କୁ।
ଜୟ ହେଉ ତୁମର
ହଟୁ ଅନ୍ଧାର
ସମସ୍ତେ ହୁଅନ୍ତୁ
ସମସ୍ତଙ୍କର।
ସବୁ ସବୁ ଆୟହିସାବ
ଖୋଲା ରହୁ
ନୂଆ ଜୀବନ ମୁକ୍ତ ହେଉ।
Bu şiiri puanla
Henüz puan verilmemiş