ମୋ ବାପା ମା My Father Mother
G
0
Altın Yaprak
ମୋ ବାପା ମା ଗୋଟେ,
ଅଲଗା ନୁହଁ।
ମା ଅଲଗା ତୁମର,
ବାପା ବି ଅଲଗା।
ନା ତୁମେ ତୁମ ବାପା ପରି,
ନା ମା ପରି।
ଆସିଛ ଧାଇଁ ମତେ
ଭ୍ରଷ୍ଟ କରିବାକୁ।
କଣ କେତେ କଲଣି ବି କ୍ଷତି,
ଆଉ ଚାହୁଁଛ ନଷ୍ଟ ହେଉ
ମୋର ପରିଚିତି।
ମୁଁ ତ ଗୋଟେ ଏଠି,
ମୋ ମା ପରି
ମୋ ବାପା ପରି।
English rendering;
One - my father mother,
Not separate.
You father is separate,
So also mother.
Neither you are
Like your father
Nor like mother.
And you are coming
To destroy me.
Much loss
You have also done.
And you want to
Wash away my identity.
I am one here
Like my father
Like my mother.
Bu şiiri puanla
Henüz puan verilmemiş