ନୁହଁ ସହଜ Not Easy
G
0
Altın Yaprak
ନୁହଁ ସହଜ
ଜୀବନକୁ ଜୀବନ ଭଳି
ଅନୁଭବ କରି
ଛାଡି ଦେବା ଭରା ନଈରେ।
ସବୁ କଥାକୁ ଫେଣ୍ଟି
ରହିବା ଜୀବନ ଧରି
ନୁହଁ ସହଜ।
ଫୁକରି ଆକାଶକୁ
ଉଡେଇ ଦେବା ପାଖରୁ
ନୁହଁ ସହଜ।
ଏତେସେତେ ମନେରଖି
ହିସାବ ଯାଇ ଖାଡା ରହିବା
ଆଗରେ ଖରାରେ ବର୍ଷାରେ
ନୁହଁ ସହଜ।
ସହଜକୁ ସହଜ
ମନେକରି ପବନ
ସହିତ ଖେଳିବା
ନୁହଁ ସହଜ।
Bu şiiri puanla
Henüz puan verilmemiş