ଖେଳ ନା Play Not
G
0
Altın Yaprak
ପ୍ରଦକ୍ଷିଣ
ଗଜାନନ ମିଶ୍ର
କିଛିରୁ
ଆଉ କିଛି
ବାହାର କରି
ହୋଇ ପାରେ ନା
ସତ୍ୟ ପ୍ରମାଣ।
ସତ୍ୟ
ନୁହଁ ସଂପୃକ୍ତ
କାହା ସହିତ।
ସାବଧାନ,
ଖେଳ ନା!
ବେଷ୍ଟନ କର ନା।
କରୁଛ, କରି ପାରୁଛ ଯଦି
କର ଚତୁର୍ଦ୍ଦିଗ ପ୍ରଦକ୍ଷିଣ
କେବଳ ନିଜର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/11/2019
Bu şiiri puanla
Henüz puan verilmemiş