କଥା ଦିଅ (Katha Dia/ Odia Poem)
S
0
Altın Yaprak
ଛୁଇଁ ଦେଲେ ଝରିଯାଅ,
ଛୁଆଁ ଦେଲେ ଝୁରି ହୁଅ,
ଭଲ ଥିଲା
ପିଲା ବେଳ ଛୁଆଁ ଛୁଇଁ ଖେଳ ।
ମିଶି ଗଲେ ହଜି ଯାଅ,
ଦୂରେ ଗଲେ ପାଶେ ଥାଅ,
ତମ ଠାରୁ ବହୁ ଦୂରେ
ତମକୁ ମୁଁ ଖୋଜିବା ରେ
କଥା ଦିଅ-
ଦେବ ମତେ
ଏତେ ଟିିକେ ଦରଦୀ ଅନ୍ତର-
ବୁଝିବା କୁ
ଶିଶୁ ମନ,
ଆଲୋକ,
ଅନ୍ଧାର ।।
Bu şiiri puanla
Henüz puan verilmemiş