ପ୍ରେମର ପ୍ରମାଣ Proof Of Love
G
0
Altın Yaprak
ପ୍ରେମର ପ୍ରମାଣ କଣ?
କଣ ପଶୁତ୍ୱରୁ ଉପରକୁ
ଉଠିବାର ଉପାୟ?
ନିଜର ନୀରବତାରେ
ନିଜକୁ ଚିହ୍ନିବା ଆଉ
ନିଜେ ନିଜକୁ ସ୍ୱତନ୍ତ୍ର
ରଖିପାରିବା ହିଁ
ପାରିବାପଣ।
Bu şiiri puanla
Henüz puan verilmemiş