ଅଧା ଅଧା ସବୁ କିଛି ଆମ - 09 (Incompleteness - 09/ Odia Poem)
S
0
Altın Yaprak
ଆପଣାର ମଣି
ଯାହା ଦୁନିଆ ର
ମାଟି ପାଣି ପବନରେ-
ପ୍ରେମର ଅଲିଭା
ରଙ୍ଗ ଭରିଥିଲ
ଲୁଚି ଗଲ ଗୋପନରେ! !
Bu şiiri puanla
Henüz puan verilmemiş