ରାସ୍ତା ଖୋଜ ନି Search Not Road
G
0
Altın Yaprak
ରାସ୍ତା ଖୋଜ ନି।
ଅଛି ରାସ୍ତା ଯୋଉଠି
ଯେମିତି।
ରାସ୍ତାରେ ଯିବ କି ନ ଯିବ
ସେଇଟା ତୁମକୁ ଇ
କରିବାକୁ ହେବ ସ୍ଥିର।
ତୁମେ ନୁହଁ ରାସ୍ତାର
ଏଇଟା କିନ୍ତୁ ଥୟ।
ରାସ୍ତା ଯେ ଡାକେ ବେଳେବେଳେ
ଶୁଣି ପାରିବା ଲୋକ ହିଁ ଜାଣେ।
ଆଉ ଯିବା ଲୋକ ଜାଣେ
କଣ କଣ ଆଉ କିଏ କିଏ
କେମିତି କେମିତି ଥାଆନ୍ତି ରାସ୍ତାରେ।
ରାସ୍ତା ଥାଏ ନୀରବ।
Bu şiiri puanla
Henüz puan verilmemiş