ଆକାଶ ଖୋଜେ ମାଟି The Sky Searches The Earth
G
0
Altın Yaprak
ଆକାଶ ଖୋଜେ ମାଟି,
ମାଟି ରହିଯାଏ ଆକାଶଠି
ଆକାଶ ହୋଇ ଏମିତି ।
କଣ ଥାଏ ମାଟିରେ?
ଥାଏ ଜୀବନ ଆଉ
ଦେଖାଉଥାଏ କରାମତି ।
ସମୟ ଯାଉଥାଏ ବିତି,
ସ୍ଥିର ଜଳୁଥାଏ ସୂର୍ଯ୍ୟବତୀ ।
Bu şiiri puanla
Henüz puan verilmemiş