ଆମେ ଆଲୁଅ We Are Light
G
0
Altın Yaprak
ଆଲୁଅ ଆମେ
ଗଜାନନ ମିଶ୍ର
ଆମେ ଆଲୁଅ
ଆଲୁଅ ଭିତରର ଆଲୁଅ,
ଆଲୁଅ କରିବା ଆକାଶ।
ଆମେ ଆକାଶ
ଆକାଶ ଭିତରର ଆକାଶ
ଆକାଶରେ ମାଟିର ପ୍ରକାଶ।
ଆକାଶ ଆଉ ମାଟିରେ
ଜୀବନର ଉଦଭାସ - ଆଲୁଅ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
Bu şiiri puanla
Henüz puan verilmemiş