ଯାହା ଦେଖିଲି What I Saw
G
0
Altın Yaprak
ଜାଣେ,
ତୁମେ ଖଣ୍ଡିତ ପୂର୍ଣା।
ଜାଣେ,
ତୁମେ ଏକାଙ୍ଗ ଚକ୍ରବର୍ତୀ।
ଫଳ ପାଇଲି
ଯାହା ଯୋଉଠି ଦେଖିଲି।
ପାଇଛି ସୁଖ
ହୋଇଛି ବିମୁଖ।
ମୋର ମୁଁ ଖୋଜିଛି ଦୋଷ
ହୋଇଛି ର୍ନିବିଷ।
ଯାଇଛି ନାଶ
ପାଇଛି ଅମୃତବାସ।
କାରଣ ପଚାରି ବୁଝ
ହଟାଇବାକୁ ଅଛି ଯିଏ ସଂସାରର ବୋଝ।
Bu şiiri puanla
Henüz puan verilmemiş