କିଛି ଲେଖ Write Something
G
0
Altın Yaprak
ଲେଖ,
କିଛି ଲେଖ
ଆଉ ଉପଭୋଗ କର
ଆନନ୍ଦ।ତୁମ ଶବ୍ଦ,
ତୁମ ଭାବ ନାହିଁ
ଆଉ କାହାଠି।
ତୁମର ଲେଖାରେ ଦେଖ
ନିଜ ଜୀବନ ଆଉ
କର ଆବିଷ୍କାର ଆଲୁଅ।
ତୁମେ ଯେ ତୁମର
ଏ କଥା ଆଉ
କହିବାର ନାହିଁ।
କହିବାର ଅଛି କେମିତି ରହିଛି ସତ୍ୟ।
ଆଉ ସତ୍ୟଠି ଯେ ସମସ୍ତେ
ଏ କଥା ଦୋହରାଇବାର ନାହିଁ।
Bu şiiri puanla
Henüz puan verilmemiş