ଦୁଷ୍ଟା ନାରୀ Wicked Women

G Gajanan Mishra Gajanan Mishra
0 Altın Yaprak
ଭକ୍ତକବି ଜଗନ୍ନାଥ ଦାସ ଶ୍ରୀମତ୍ ଭାଗବତ ନବମ ସ୍କନ୍ଧ ଚତୁର୍ଦ୍ଦଶ ଅଧ୍ୟାୟରେ କହନ୍ତି ଉର୍ବଶୀ ମାଧ୍ୟମରେ - ଭୋ ରାଜା ଶୁଣ ମୋ ଉତ୍ତର ସଂସାରେ ସ୍ତିରୀଙ୍କ ବିଚାର। ସ୍ୱଭାବେ ଯେବା ଦୁଷ୍ଟା ନାରୀ ତା ସଙ୍ଗେ ବିଶ୍ୱାସ ନ କରି। ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନର କେମନ୍ତେ ବିଶ୍ୱାସ ବେଭାର। ସ୍ତିରୀଙ୍କ ଦେହେ ଯେତେ ଗୁଣ ରାଜନ ସାବଧାନେ ଶୁଣ। ନିର୍ଦ୍ଦୟା ହୃଦୟ କଠିନ ସାହସ ଆଦି ଚାରି ଗୁଣ। ଅଳପ କ୍ରୋଧେ ପ୍ରାଣ ଦ୍ୟନ୍ତି ପତି ପିତାଙ୍କୁ ନ ଗଣନ୍ତି। ଅଜ୍ଞାନ ଭାବେ ଥାନ୍ତି ନିତ୍ୟେ ବଂଚନ୍ତି କାମ ଭାବ ଚିତ୍ତେ। ସ୍ୱଭାବେ ନିତ୍ୟ କଳ୍ପକାମୀ ଇଚ୍ଛନ୍ତି ନବ ନବ ସ୍ୱାମୀ। ସ୍ତିରୀଙ୍କ ସ୍ୱଭାବ ଏମନ୍ତ କିଂପା ତୁ କରୁ ଦୁଷ୍ଟ ଚିତ୍ତ।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.