ଲେଖ ନିଜକୁ ନିଜେ Write Yourself
G
0
Altın Yaprak
ଏଇଠି ବନବାସ
ଏଇଠି ନିତ୍ୟରାସ।
ଏଇଠି ଜଙ୍ଗଲିସୁଖ
ଏଇଠି ଜୀବନ ଦୁଖ।
ବସ ଖାଅ ଶୁଅ ଥାଅ
କାୟାରେ ମାୟା ଦେଖି
ଗୁପତ ପଥରେ ଥାଅ।
ହୁଅ ସିଦ୍ଧ ହୁଅ ସତ୍ୟ
ମଥାକୁ ପାଦରେ ରଖି
ହୁଅ ଜ୍ୟୋତିର୍ମୟ।
ଲେଖ ନିଜକୁ ନିଜେ
ଆଉ ପାଅ ଘର।
ଏ ରଙ୍ଗ ଦି ଦିନର
ବୁଝିବା ଲୋକ ଲଂଘ ସାଗର।
Bu şiiri puanla
Henüz puan verilmemiş