ତୁ ଇ ଅଛୁ You Are Here
G
0
Altın Yaprak
ଚିତ୍ର ପ୍ରତିମା ପ୍ରାୟେ
ତୁ ଇ ଅଛୁ।
ଭଲମନ୍ଦ କେତେକଥା
ପୁଣି ଯେ ବୁଝୁଛୁ
ଜଣ ଜଣକେ ସଭିଙ୍କୁ।
ତୋଠି ପୂରିଛି ସବୁ,
ନ ଜାଣି ଆମେ ଖାଲି
ବାଇ ହେଉଛୁଁ।
Bu şiiri puanla
Henüz puan verilmemiş