ଅଧା ଅଧା ସବୁ କିଛି ଆମ - 03 (Incompleteness - 03/Odia Poem)
S
0
Altın Yaprak
ପାଶେ ଥିଲେ
ଲାଗୁ ଥିଲା
ଆମେ ଦୁହେଁ ଅଜଣା, ଅଚିହ୍ନା-
ଦୁଇ ଦେହ,
ଦୁଇ ମନ,
ବାସ୍ନାୟିତ ଆତ୍ମା ର ଅଗଣା ।
Bu şiiri puanla
Henüz puan verilmemiş