ଅଧା ଅଧା ସବୁ କିଛି ଆମ - 04 (Incompleteness - 04/Odia Poem)
S
0
Altın Yaprak
ଜୀବନର ସୀମା ସରହଦ
ପାଲଟିଛି ଜଉମୁଦ ଏବେ
ଖାଲି ଖାଲି, ଏକାକିପଣ ର ।।
ପ୍ରଣୟ ର ଅଲୋଡା ଘାଟ ରେ
ଅନ୍ତିମ ସାକ୍ଷାତ ମୋର
ଅର୍ଦ୍ଧସ୍ନ।ତା ଵିରହୀ ଆତ୍ମା ର ।।
Bu şiiri puanla
Henüz puan verilmemiş