ଅଧା ଅଧା ସବୁ କିଛି ଆମ - 08 (Incompleteness - 08/ Odia Poem)
S
0
Altın Yaprak
ଅଧରାତି ଯାଏ
ଗପି ଗପି କେବେ
କଥା ଅଧା ରହୁଥିଲା-
କେମିତିକା ଦିନ
ଆସିଲା ଯେ ଭଲା
ଏ ଓଠ ନିରବି ଗଲା?
Bu şiiri puanla
Henüz puan verilmemiş