ସଖୀ-13 (Sakhi_13)/Odia Poem
S
0
Altın Yaprak
ବାସୀ ବିଛଣା ର
ଭାଙ୍ଗ ରେ ଭାଙ୍ଗ ରେ
ଆମ ଗଲା ରାତି ସ୍ମୃତି,
ଅଙ୍ଗ ରେ ଅଙ୍ଗ ରେ
ଏ ଗୋପନ ଦାଗ
ଗଲା ବସନ୍ତ ର ଗୀତି ।।
Bu şiiri puanla
Henüz puan verilmemiş