କଳା ରାତି Dark Night
G
0
Altın Yaprak
ଅଦିନିଆ ବର୍ଷା,
ବର୍ତିଲା ନି କିଛି।
ବତୁରିଗଲା ସବୁ,
ଆକଳନ କରିବ କିଏ କେମିତି
କ୍ଷୟକ୍ଷତି।
ନାହିଁ ଆଉ ପ୍ରେମ ପ୍ରୀତି।
ଚାରିଆଡେ ଖାଲି କଳା ରାତି।
ଭିନ୍ନମତିଗତିି।
Bu şiiri puanla
Henüz puan verilmemiş