ନୁହେଁ ସମାନ Not Same
G
0
Altın Yaprak
ଘର ଆଉ ଠିକଣା
ନୁହେଁ ସମାନ।
ପଚାର ନି କାହାକୁ କିଛି।
ପାଇବ ନି ସଠିକ୍ କାହାଠୁ।
ସବୁଦିନକୁ କହିବ ଯଦି ଥିବ
ଏଠି ଆଉ ଦେଖୁଥିବ
ବଦଳୁଛି କଣ କେମିତି
କେତେବେଳେ।
ସବୁ ବଦଳ ଭିତରେ
ସତ୍ତା ଥାଏ ସେମିତି।
କିଏ ଅନୁଭବ କରେ
କିଏ ପାରେ ନି।
ଚୁଡା ଚାଉଳ ଲୁଗାପଟା
ପଡିଥାଏ ଯାହା ଯୋଉଠି।
ବଣ୍ଟାକୁଣ୍ଟା ଚାଲିଥାଏ
ନିଜ ନିଜର ସବୁ।
English rendering;
Home and address
Not same.
Ask not anything,
Nothing to get.
If so wish stay
For all days,
And see what is
Changing and when.
In all the changes
Existence is there
As it is.
Someone can feel,
Some other one can't.
It is there all
The raw rice, the clothes.
And the distribution
Is going on at all.
Bu şiiri puanla
Henüz puan verilmemiş