ଏ ସୁନ୍ଦର ଧରା This Beautiful Earth
G
0
Altın Yaprak
ଶୁଣ ସରକାର,
ଆମେ ନୋହୁଁ ସର୍ବହରା।
ଆମର ଅଛି ପିତୃଭୂମି,
ଆମର ଅଛି ମାତୃଭାଷା।
ଆମ ପାଖରେ ସାର୍ବଭୌମ କ୍ଷମତା।
ହସାଡେଗା କରିବାକୁ
ଆମ ପାଇଁ ଅଛି
ଏ ସୁନ୍ଦର ଧରା।
Bu şiiri puanla
Henüz puan verilmemiş