କର ନି ଇଚ୍ଛା ଧରି ରଖିବାକୁ Try Not To Catch Hold
G
0
Altın Yaprak
ପାରିବ ନି,
କର ନି ଇଚ୍ଛା
ଧରି ରଖିବାକୁ।
ନାହିଁ କିଛି,
ଅଛ ତୁମେ
ଆଉ ଅଛି ସବୁ।
ଅଛି ଆଉ ସବୁ,
ସବୁରି ଉପରେ
ଭାବନା ନ ଆସୁ।
ଆସିବ କଣ,
ଯିବ କଣ,
ସବୁ ଶୂନ୍ ।
Bu şiiri puanla
Henüz puan verilmemiş