ଖୋଜିବା ର ସେଇ କେତେ ଦିନ- 02(Khojiba Ra Sei Kete Dina/Odia Poem-02)
S
0
Altın Yaprak
ଖୋଜିବା ର ସେଇ ପଲକ ର
ଅନୂଢା ଚୁମ୍ବନ
ଛୁଉଁଥିଲା ମୋର
ଯେତେ ଯେତେ ଲଜ୍ଜାହୀନ
ଗୋପନାଙ୍ଗ, ଅନଙ୍ଗ ତାରୁଣ୍ୟ ।
ତମ ମୁହଁ ଦିଶିଯାଉଥିଲା-
ଖାଲି ଖାଲି ପଣ ର
ଅଦିନିଆଁ ବର୍ଷା ରେ
ଭିଜିଥିବା ବାସୀ ତୋରାଣୀ ରେ ।
ଅମାନିଆ ମାଡି ଆସିଥିବା
ନାଉ ଡଙ୍କ ସବୁଜ ଓ ଅଲିଭା ହସ ରେ ।।
Bu şiiri puanla
Henüz puan verilmemiş