ଅଧା ଅଧା ସବୁ କିଛି ଆମ - 06 (Incompleteness - 06/Odia Poem)
S
0
Altın Yaprak
ସମ୍ପର୍କ ର ନାମ ଟିଏ
ବାଛିବା ଆଗରୁ
ଅଚାନକ ଡୋର ଛିଣ୍ଡି ଗଲା,
କଳା ମେଘ ଉଠାଇ ଆକାଶେ
ବର୍ଷିବା ଆଗରୁ
କେଣେ ହଜିଗଲା?
Bu şiiri puanla
Henüz puan verilmemiş