ସବୁ ଛଳନା ସବୁ ମିଛ All Pretend All Lies
G
0
Altın Yaprak
ସବୁ ଛଳନା ସବୁ ମିଛ
ସବୁ ଭଙ୍ଗା ସବୁ ହୃଦୟ ପୋଡା।
ପଳେଇଯିବା ଭଲ ଆଉ କେଉଁଆଡେ
ନ ଥିବ ଯେଉଁଆଡେ ଶବ୍ଦର ଖେଳା।
ପ୍ରେମ ଖାଲି ଏକ ବେକରେ
ଝୁଲୁଥିବା ପରିଚୟ ପତ୍ର,
ହେବ ନାହିଁ ଜାଣି କିଏ ସଠିକ ଲୋକ,
ଆଉ ପୂରା ହେବ ଗ୍ରହଣୀୟ।
English rendering;
All pretend all lies
All broken all burning hearts.
Better to go to that area
Where no play of words.
Love is only an identity card
Swings on the neck of capable,
From which one cannot knows
Who is correct one and acceptable.
Bu şiiri puanla
Henüz puan verilmemiş