ନିଆଁ Fire
G
0
Altın Yaprak
ନିଆଁ ଜାଳିବା ମୋର ନୁହଁ ଲକ୍ଷ୍ୟ,
ମୋର ଲକ୍ଷ୍ୟ ତ ଆଲୁଅ ଦେବା ସମସ୍ତଙ୍କୁ
ଆଉ ଜଣାଇଦେବା ସତ୍ୟ କଣ କୋଉଠି
ଆଉ କହିଦେବା ବଂଚିଛ ତୁମେ ଏଠାରେ
ଉଠ, ଦେଖ, ତୁମଠି ପୂରି ରହିଛି ସବୁ,
ଏ ଧରିତ୍ରୀ ଏ ଆକାଶ ତୁମର, ଆଉ ତୁମେ
ଅଛ ଏଠାକାର ସବୁକୁ ଅମୃତମୟ କରିବାକୁ,
ଉଠ, ଦେଖ, ତୁମେ ହିଁ ଜଳୁଥିବା ନିଆଁ ।
English rendering;
To burn fire is not my aim,
My aim is to give light to all
And to make them known
Where is the truth
And to tell you are living here,
Rise and see all with you
This earth, this sky- yours,
And you are here to make all nectar
Rise, see, you are the burning fire.
Bu şiiri puanla
Henüz puan verilmemiş