ଦେଖାଅ ଶକ୍ତି Show Strength
G
0
Altın Yaprak
ଶୁଣ, ଶୁଣ,
ଡାକୁଛି କେତେବେଳୁ।
ତୁମେ ଚେତିଛ,
ଜାଣେ ମୁଁ।
ପ୍ରେମ କର ତୁମେ,
ଜାଣେ ମୁଁ,
ତୁମ ଭାଷାକୁ।
ତୁମ ମାଟି ଡାକୁଛି
ମା ଭାଷାରେ,
ଉଠ, ଶୁଣ,
ଜାଣ ଏ ପୃଥିବୀ ତୁମର।
ତୁମେ ଅଛ ଏ ପୃଥିବୀରେ।
ଯାହା କରିବ ତାହା ହେବ
ଏଠାରେ।
ସ୍ଥିର କର ମନ,
କିଏ କଣ ଜାଣ,
ନୀରବରେ କରି ଧ୍ୟାନ।
ତୁମ ପାଇଁ ତୁମେ।
ପଡ ନାହିଁ ଠକରେ।
ଦେଖାଅ ଶକ୍ତି ନିଜର।
Bu şiiri puanla
Henüz puan verilmemiş