ଆମେ ସବୁ
G
0
Altın Yaprak
ତୁମେ ତାରା ତୁମେ ସୂର୍ଯ୍ୟ,
ଆମେ ସବୁ ଜୁଳୁଜୁଳିଆ ପୋକ।
ତୁମେ ନିର୍ଲିପ୍ତ ସବୁ ଖାଅ,
ଆମକୁ ଖାଏ ଶୋଷ ଆଉ ଭୋକ।
ତୁମେ କହ ହାଏ ହାଲୋ ଠିକ୍ ହେ,
ଆମେ କହୁଁ ରାମ ନାମ ସତ୍ଯ ହେ ।
ତୁମେ କହ ତୁମେ ଧରିଛ ସମୟ,
ଆମେ ଦେଖୁଁ ପ୍ରଳୟ ଖାଲି ପ୍ରଳୟ।
Bu şiiri puanla
Henüz puan verilmemiş