ଖୋଜିବା ର ସେଇ କେତେ ଦିନ- 07(Khojiba Ra Sei Kete Dina/Odia Poem-07)
S
0
Altın Yaprak
ମୋ ସ୍ୱପ୍ନ ର
ମଶାଣୀ ପାଉଁଶ
ଦର ପୋଡା ଚମ, ଲୋମ,
ବାସ୍ନା ନେଇ,
ଅଫେରା ସ୍ୱପ୍ନ ର
ବସୀ ବିଛଣା କୁ,
ଗଲା ରାତି ଜହ୍ନ ଆଲୁଅ ରେ
ଭିଜି ଥିବା-
ସଜ ସଜ ରମଣ ବାସନା-
ଆଉ ଥରେ ଲେଉଟିବ ବୋଲି
ପ୍ରତିଶ୍ରୁତି ଦିଏ ।।
ତମ କୁ ଖୋଜିବା ବେଳେ
ସ୍ତବ୍ଧ ମୋର ତିନି କାଳ,
ସ୍ମୃତି ଆଉ ବିସ୍ମୃତି ର
ଷଡ ଋତୁ, ଚଉଦ ଭୂବନ
ତୁମ ବାସ୍ନା ଭିଜା ଏଇ
ଦେହ ମନ ପ୍ରାଣ।।।
Bu şiiri puanla
Henüz puan verilmemiş