ସବୁ ବନ୍ଦ ସବୁ ଛୁଟି All Closed All Holidays
G
0
Altın Yaprak
କେହି ପାରିଲେ ନି କହି
କଣ ପାଇଁ ବନ୍ଦ କଣ ପାଇଁ ଛୁଟି।
କାହା ପାଖରେ କିଛିର
ସମାଧାନ ନାହିଁ
କିନ୍ତୁ ସବୁ ବନ୍ଦ ସବୁ ଛୁଟି।
ଯାହା ଯାହା ଆସୁଛି
ସବୁ ନେଉଛନ୍ତି ବାଣ୍ଟିକୁଣ୍ଟି।
ତଥାପି ୟା ନାଁରେସେ
ତା ନାଁରେୟେ
ଯାଚ୍ଛା ତା କହିଚାଲିଛନ୍ତି ।
କଣ ହେଉଛି
ପଚାରିବାକୁ ବି
କାହାରି ପାଖରେ ଫୁରସତ ନାଇଁ।
Bu şiiri puanla
Henüz puan verilmemiş